Advertisment

ଜୀବନରେ 7ଜଣ ଆସିଥିଲେ, ହେଲେ କେହି ବି ରହିଲେନି

କଥାକୁହା ଚଞ୍ଚଳ ଆଖି, ଟଣା ଟଣା ଭ୍ରୁଲତା, ପୂରିଲା ମୁହଁ ଆଉ ମହୁଝରା ଓଠର ଖିଲଖିଲ ହସରେ ଅନ୍ୟକୁ ଆନମନା କରିବାର ଚାହାଣୀ, ସେ ଥିଲେ କାହାର ହାର୍ଟ ବିଟ୍ ତ କାହା ପାଇଁ ସ୍ୱପ୍ନ ସୁନ୍ଦରୀ ତ ଆଉ କାହା ଲାଗି ସୌନ୍ଦର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ ଅନାରକଲି, ବିବାହିତ ହୁଅନ୍ତୁ ଅବା ଅବିବାହିତ, ଯିଏ ବି ସଂସ୍ପର୍ଶରେ ଆସୁଥିଲେ ନିଜ ଅଜାଣତରେ ପଡ଼ି ଯାଉଥିଲେ ତାଙ୍କରି ପ୍ରେମରେ, ଜନ୍ମ ହୋଇଥିଲେ ଭାଲେଣ୍ଟାଇନ୍ ଡେ’ରେ, ଯୌବନରେ ମିଳିଥିଲା […]

author-image
Manasi Mohapatra
ଜୀବନରେ 7ଜଣ ଆସିଥିଲେ, ହେଲେ କେହି ବି ରହିଲେନି

maxresdefault

କଥାକୁହା ଚଞ୍ଚଳ ଆଖି, ଟଣା ଟଣା ଭ୍ରୁଲତା, ପୂରିଲା ମୁହଁ ଆଉ ମହୁଝରା ଓଠର ଖିଲଖିଲ ହସରେ ଅନ୍ୟକୁ ଆନମନା କରିବାର ଚାହାଣୀ, ସେ ଥିଲେ କାହାର ହାର୍ଟ ବିଟ୍ ତ କାହା ପାଇଁ ସ୍ୱପ୍ନ ସୁନ୍ଦରୀ ତ ଆଉ କାହା ଲାଗି ସୌନ୍ଦର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ ଅନାରକଲି, ବିବାହିତ ହୁଅନ୍ତୁ ଅବା ଅବିବାହିତ, ଯିଏ ବି ସଂସ୍ପର୍ଶରେ ଆସୁଥିଲେ ନିଜ ଅଜାଣତରେ ପଡ଼ି ଯାଉଥିଲେ ତାଙ୍କରି ପ୍ରେମରେ, ଜନ୍ମ ହୋଇଥିଲେ ଭାଲେଣ୍ଟାଇନ୍ ଡେ’ରେ, ଯୌବନରେ ମିଳିଥିଲା ଭରପୂର ପ୍ରେମ, ଅଥଚ ମୃତ୍ୟୁ ଶଯ୍ୟାରେ ଥିଲେ ଏକାକୀ
Advertisment
ଆମେ କହୁଛୁ ବଲିଉଡର ସବୁଠୁ ରୂପସୀ ନାୟିକା, ଦ ୱାନ୍ ଆଣ୍ଡ ଓନଲି ମଧୁବାଲାଙ୍କ କଥା।

Odisha Reporter Bollywood