/odisha-reporter/media/post_attachments/uploads/2021/02/maxresdefault-1-1.jpg)
maxresdefault (1)
ଅହମ୍ମଦାବାଦ ମୋଟେରାର ପୁନଃନିର୍ମିତ ସର୍ଦ୍ଦାର ପଟେଲ୍ ଷ୍ଟାଡିଅମକୁ ଫେବ୍ରୁଆରୀ 24ରେ ଇଂଲଣ୍ଡ ବିପକ୍ଷ ସିରିଜର ତୃତୀୟ ଟେଷ୍ଟ ପାଇଁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ଖେଳାଳିଙ୍କ ସାମର୍ଥ୍ୟଭରା ଉପଯୋଗୀ ଇନିଂସ ଘରୋଇ ଦଳର ସନ୍ତୁଳନକୁ ଶିଖରରେ ରଖିଛି। ସେପଟେ କିନ୍ତୁ ପ୍ରଥମ ଟେଷ୍ଟର ଉନ୍ନତ ପ୍ରଦର୍ଶନକୁ ସମାନ୍ ଭେନ୍ୟୁରେ କାଏମ ରଖି ନପାରି ବ୍ୟାକ୍ ଫୁଟରେ ରହିଛି ଇଂଲିଶ ଟିମ୍ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
