ଜାତିସଂଘରେ ଚମକିଲେ ଆଇଏଫ୍‌ଏସ ସ୍ନେହା ଦୁବେ

ଜାତିସଂଘରେ ଚମକିଲେ ଆଇଏଫ୍‌ଏସ ସ୍ନେହା ଦୁବେ। ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ମୁହଁତୋଡ ଜବାବ ଦେଇ ଚର୍ଚ୍ଚାରେ ସ୍ନେହା। କିଏ ଏହି ସ୍ନେହା ? ଯାହାଙ୍କୁ ନେଇ ଚାଲିଚି ଜୋରଦାର ଚର୍ଚ୍ଚା।