Advertisment

ବିଜେଡ଼ି-ବିଜେଡ଼ି ପିଟାପିଟି!

ବିଜେଡି ବିଧାୟକଙ୍କ ଛାଇ ପଡ଼ିଲେ କୁଆଡ଼େ ପୂର୍ବତନ ସାଂସଦଙ୍କ ନାହି ଡେଉଁଛି? ବିଜେଡ଼ି ବିଧାୟକ ଓ ଜିଲ୍ଲା ସଭାପତିଙ୍କ ଭିତରେ ଚାଲିଛି କି ଶୀତଳ ଯୁଦ୍ଧ? ବାଲେଶ୍ୱର ବିଜେଡି କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି! ରାଗରେ ଜଳୁଛନ୍ତି ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା! ସ୍ୱରୂପ କୁମାର ଦାସଙ୍କ ଉପରେ କାହିଁକି ଭୀଷଣ ରାଗିଛନ୍ତି ରବୀନ୍ଦ୍ର?

author-image
Debendra Prusty
ବିଜେଡ଼ି-ବିଜେଡ଼ି ପିଟାପିଟି!

bjd

ବିଜେଡି ବିଧାୟକଙ୍କ ଛାଇ ପଡ଼ିଲେ କୁଆଡ଼େ ପୂର୍ବତନ ସାଂସଦଙ୍କ ନାହି ଡେଉଁଛି? ବିଜେଡ଼ି ବିଧାୟକ ଓ ଜିଲ୍ଲା ସଭାପତିଙ୍କ ଭିତରେ ଚାଲିଛି କି ଶୀତଳ ଯୁଦ୍ଧ? ବାଲେଶ୍ୱର ବିଜେଡି କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି! ରାଗରେ ଜଳୁଛନ୍ତି ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା! ସ୍ୱରୂପ କୁମାର ଦାସଙ୍କ ଉପରେ କାହିଁକି ଭୀଷଣ ରାଗିଛନ୍ତି ରବୀନ୍ଦ୍ର?

Advertisment

Bjd Politics Balasore Bjd Infighting In Bjd