Advertisment

ବିଜେଡ଼ି-ବିଜେଡ଼ି ପିଟାପିଟି!

ବିଜେଡି ବିଧାୟକଙ୍କ ଛାଇ ପଡ଼ିଲେ କୁଆଡ଼େ ପୂର୍ବତନ ସାଂସଦଙ୍କ ନାହି ଡେଉଁଛି? ବିଜେଡ଼ି ବିଧାୟକ ଓ ଜିଲ୍ଲା ସଭାପତିଙ୍କ ଭିତରେ ଚାଲିଛି କି ଶୀତଳ ଯୁଦ୍ଧ? ବାଲେଶ୍ୱର ବିଜେଡି କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି! ରାଗରେ ଜଳୁଛନ୍ତି ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା! ସ୍ୱରୂପ କୁମାର ଦାସଙ୍କ ଉପରେ କାହିଁକି ଭୀଷଣ ରାଗିଛନ୍ତି ରବୀନ୍ଦ୍ର?

ବିଜେଡ଼ି-ବିଜେଡ଼ି ପିଟାପିଟି!

bjd

Bjd Politics Infighting In Bjd Balasore Bjd
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe