Advertisment

ମିଳିଲାଣି ଟଣା ଓଟରାର ସିଗନାଲ

ଭିତରେ ଟିକେ ଟିକେ କୁହୁଳିଲାଣି ଧାମନଗର ବିଜେଡି କଳି। ଟିକେଟ୍ ଆଶାୟୀ ହେଲେଣି ଅନେକ। ସିଧାସଳଖ ସେମାନଙ୍କ ପ୍ରାର୍ଥୀତ୍ୱ କଥା ବି କହିଲେଣି। ସେମାନଙ୍କ ଯୋଗ୍ୟତା କଥା ବି ବଖାଣିଲେଣି। ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପୁଣିଥରେ ଏହି ଆସନରୁ ବିଧାୟକ ହେବା ପାଇଁ ଇଛୁକ ଥିବା ଜଣାପଡିଛି। ଏପରିକି ତାଙ୍କ ସ୍ତ୍ରୀ ତଥା ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ଏରିଆ’ର ବିକାଶ କରିଥିବା କଥା ସେ କହୁଛନ୍ତି।

author-image
Debendra Prusty
ମିଳିଲାଣି ଟଣା ଓଟରାର ସିଗନାଲ

dhamnagar

ଭିତରେ ଟିକେ ଟିକେ କୁହୁଳିଲାଣି ଧାମନଗର ବିଜେଡି କଳି। ଟିକେଟ୍ ଆଶାୟୀ ହେଲେଣି ଅନେକ। ସିଧାସଳଖ ସେମାନଙ୍କ ପ୍ରାର୍ଥୀତ୍ୱ କଥା ବି କହିଲେଣି। ସେମାନଙ୍କ ଯୋଗ୍ୟତା କଥା ବି ବଖାଣିଲେଣି। ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପୁଣିଥରେ ଏହି ଆସନରୁ ବିଧାୟକ ହେବା ପାଇଁ ଇଛୁକ ଥିବା ଜଣାପଡିଛି। ଏପରିକି ତାଙ୍କ ସ୍ତ୍ରୀ ତଥା ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ଏରିଆ’ର ବିକାଶ କରିଥିବା କଥା ସେ କହୁଛନ୍ତି।

Advertisment

Naveen Patnaik Infighting In Bjd Dhamnagar Bye Poll Rajendra Das Muktikant Mandal