Advertisment

ଚୌକି ପାଇଁ ବିଜେଡିରେ ହେବ ଟଣାଟଣି!

କ୍ଷମତାଠାରୁ ଅଧିକ ଲୋକ ଡଙ୍ଗାରେ ବସିଲେ ଯାହା ହୁଏ ତାହା ଏବେ ବିଜେଡିରେ। ଯେତିକି ଲୋକ ଭିତରେ ପଶୁଛନ୍ତି ପଦବୀ ପାଇଁ ସେତିକି ଆଶାୟୀ ବଢ଼ିଚାଲିଛନ୍ତି। ଖାଲି ନେତା ନୁହଁନ୍ତି ତାଙ୍କ ଅନୁଗତ ସମର୍ଥକଙ୍କୁ ମଧ୍ୟ ଦରକାର ପଦ ପଦବୀ। ଆଉ ଏହାର ଝଲକ ଏବେ ଜଳ ଜଳ ଦେଖାଗଲାଣି କୋରାପୁଟରେ।

ଚୌକି ପାଇଁ ବିଜେଡିରେ ହେବ ଟଣାଟଣି!

bjd

Advertisment

କ୍ଷମତାଠାରୁ ଅଧିକ ଲୋକ ଡଙ୍ଗାରେ ବସିଲେ ଯାହା ହୁଏ ତାହା ଏବେ ବିଜେଡିରେ। ଯେତିକି ଲୋକ ଭିତରେ ପଶୁଛନ୍ତି ପଦବୀ ପାଇଁ ସେତିକି ଆଶାୟୀ ବଢ଼ିଚାଲିଛନ୍ତି। ଖାଲି ନେତା ନୁହଁନ୍ତି ତାଙ୍କ ଅନୁଗତ ସମର୍ଥକଙ୍କୁ ମଧ୍ୟ ଦରକାର ପଦ ପଦବୀ। ଆଉ ଏହାର ଝଲକ ଏବେ ଜଳ ଜଳ ଦେଖାଗଲାଣି କୋରାପୁଟରେ।

Advertisment

Bjd Infighting Koraput Bjd Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe