ରାଜେନ୍ଦ୍ର ମୁକ୍ତି ଲଢ଼େଇର ଫାଇଦା ନେବେ ତ ସୂର୍ଯ୍ୟ?

ବାଜିଲା ଧାମନଗର ଆସନ ପାଇଁ ନିର୍ବାଚନୀ ବିଗୁଲ। ବିଷ୍ଣୁଙ୍କ ପରେ କିଏ ହେବ ଧାମନଗର ବିଧାୟକ ତାକୁ ନେଇ ହେଲାଣି ରଣନୀତି। ବିଜେଡିରେ ଜଳ ଜଳ ଗୋଷ୍ଠୀ କନ୍ଦଳ ବିଜେପିକୁ ଦେବ କି ବଳ?