/odisha-reporter/media/post_attachments/uploads/2022/12/hostel.jpg)
hostel
ବିଛାଡ଼ି ହୋଇ ପଡ଼ିଛି ସମସ୍ତ ଆସବାବ ପତ୍ର। କେଉଁଠି ବହିପତ୍ର ତ ଆଉ କେଉଁଠି ବିଛଣା ଗଦି। କେବଳ ସେତିକି ନୁହେଁ ଟିଭି ବି ପଦାରେ। ଗ୍ୟାସ ଟାଙ୍କି ବି ବାହାରେ ପଡ଼ି ରହିଛି। ଜଣେ କି ଦୁଇ ଜଣଙ୍କର ନୁହେଁ। ୪୦ରୁ ୫୦ ଛାତ୍ରୀଙ୍କର ଏହି ଅବସ୍ଥା। କୁଆଡ଼େ ଯିବେ, କେଉଁଠି ରହିବେ?
Advertisment
/odisha-reporter/media/post_attachments/uploads/2022/12/hostel.jpg)
hostel