Advertisment

ବନ୍ଧୁତା ଯୋଡ଼ିଛି ଶୁଆ

କାହା କାନ୍ଧରେ ତ ପୁଣି କାହା ମୁଣ୍ଡରେ , କିଏ ଖୁଆଇ ଦେଉଛି ତ କିଏ ଗେଲ କରୁଛି ଛୋଟ ଛୋଟ ପିଲାଙ୍କ ସହ ସ୍କୁଲ ଯାଉଛି ଶୁଆ। ପ୍ରତିଦିନ ସକାଳେ ଯାଆନ୍ତି ଆଉ ସନ୍ଧ୍ୟାରେ ପିଲାଙ୍କ ସହ ଫେରନ୍ତି। ହେଲେ ପାଠ ପଢିବା ପାଇଁ ନୁହେଁ, ପ୍ରତିଦିନ ପିଲାଙ୍କୁ ସ୍କୁଲରେ ଛାଡି ପୁଣି ଜଙ୍ଗଲ ଫେରି ଆସନ୍ତି। ସେହିପରି ସ୍କୁଲ ଛୁଟି ହେଲେ ପୁଣି ପିଲାଙ୍କ ପାଖକୁ ଯାଇ ଖେଳି ଖେଳି ଆସିଥାନ୍ତି।

author-image
City Plus
ଅଦ୍ୟତନ ହୋଇଛି
ବନ୍ଧୁତା ଯୋଡ଼ିଛି ଶୁଆ

maxresdefault (22) (1)

କାହା କାନ୍ଧରେ ତ ପୁଣି କାହା ମୁଣ୍ଡରେ , କିଏ ଖୁଆଇ ଦେଉଛି ତ କିଏ ଗେଲ କରୁଛି ଛୋଟ ଛୋଟ ପିଲାଙ୍କ ସହ ସ୍କୁଲ ଯାଉଛି ଶୁଆ। ପ୍ରତିଦିନ ସକାଳେ ଯାଆନ୍ତି ଆଉ ସନ୍ଧ୍ୟାରେ ପିଲାଙ୍କ ସହ ଫେରନ୍ତି। ହେଲେ ପାଠ ପଢିବା ପାଇଁ ନୁହେଁ, ପ୍ରତିଦିନ ପିଲାଙ୍କୁ ସ୍କୁଲରେ ଛାଡି ପୁଣି ଜଙ୍ଗଲ ଫେରି ଆସନ୍ତି। ସେହିପରି ସ୍କୁଲ ଛୁଟି ହେଲେ ପୁଣି ପିଲାଙ୍କ ପାଖକୁ ଯାଇ ଖେଳି ଖେଳି ଆସିଥାନ୍ତି।

Advertisment

Odisha Odisha Reporter Animal Love Parrot