investment
Advertisment
ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ପଡୋଶୀ ରାଜ୍ୟ ତୁଳନାରେ ଓଡ଼ିଶାକୁ ବିଶେଷ ବିଦେଶୀ ପୁଞ୍ଜି ଆସୁନି। ଦେଶକୁ ଆସୁଥିବା ବିଦେଶୀ ପୁଞ୍ଜିରୁ ଓଡ଼ିଶାକୁ ଖୁବ୍ ନଗଣ୍ୟ ଆସୁଛି। ସଂସଦରେ ରାଜ୍ୟର ସାଂସଦମାନଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ବାରମ୍ବାର କେନ୍ଦ୍ର ସରକାର ଦେଉଥିବା ତଥ୍ୟରୁ ବାସ୍ତବ ଚିତ୍ର ପଦାକୁ ଆସୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/investment.jpg)