Advertisment

ମୃତ୍ୟୁକୁ ହାତଠାରି ଡାକୁଛି ମଣିଷ!

ଦ୍ରୁତଗତିରେ ଆସୁଥିବା ଟ୍ରେନଟି ଗତିପଥ ବଦଳାଇବା ସମ୍ଭବ ନୁହେଁ କିନ୍ତୁ ବୁଦ୍ଧି ବିବେକଧାରୀ ମଣିଷ ହୁଏତ ନିଜେ ମୃତ୍ୟୁକୁ ହାତଠାରି ଠାକୁଛି। ଟ୍ରେନ ଧାରଣାରେ ମୃତ୍ୟୁ ସହ ଖେଳୁଛି ବେପରୁଆ ମଣିଷ। ସମ୍ପୂର୍ଣ୍ଣ ଅଧର୍ଯ୍ୟ। ମାତ୍ର କେଇ ସେକେଣ୍ଡର ଭିଡିଓ ଦେଖିଲେ, ଆପଣଙ୍କ ଛାତିରେ ଛନକା ପଶିବା ନିଶ୍ଚିତ।

author-image
Debendra Prusty
ମୃତ୍ୟୁକୁ ହାତଠାରି ଡାକୁଛି ମଣିଷ!

train

ଦ୍ରୁତଗତିରେ ଆସୁଥିବା ଟ୍ରେନଟି ଗତିପଥ ବଦଳାଇବା ସମ୍ଭବ ନୁହେଁ କିନ୍ତୁ ବୁଦ୍ଧି ବିବେକଧାରୀ ମଣିଷ ହୁଏତ ନିଜେ ମୃତ୍ୟୁକୁ ହାତଠାରି ଠାକୁଛି। ଟ୍ରେନ ଧାରଣାରେ ମୃତ୍ୟୁ ସହ ଖେଳୁଛି ବେପରୁଆ ମଣିଷ। ସମ୍ପୂର୍ଣ୍ଣ ଅଧର୍ଯ୍ୟ। ମାତ୍ର କେଇ ସେକେଣ୍ଡର ଭିଡିଓ ଦେଖିଲେ, ଆପଣଙ୍କ ଛାତିରେ ଛନକା ପଶିବା ନିଶ୍ଚିତ।

Advertisment

Inviting Death Train Track