Advertisment

ମୃତ୍ୟୁକୁ ହାତଠାରି ଡାକୁଛି ମଣିଷ!

ଦ୍ରୁତଗତିରେ ଆସୁଥିବା ଟ୍ରେନଟି ଗତିପଥ ବଦଳାଇବା ସମ୍ଭବ ନୁହେଁ କିନ୍ତୁ ବୁଦ୍ଧି ବିବେକଧାରୀ ମଣିଷ ହୁଏତ ନିଜେ ମୃତ୍ୟୁକୁ ହାତଠାରି ଠାକୁଛି। ଟ୍ରେନ ଧାରଣାରେ ମୃତ୍ୟୁ ସହ ଖେଳୁଛି ବେପରୁଆ ମଣିଷ। ସମ୍ପୂର୍ଣ୍ଣ ଅଧର୍ଯ୍ୟ। ମାତ୍ର କେଇ ସେକେଣ୍ଡର ଭିଡିଓ ଦେଖିଲେ, ଆପଣଙ୍କ ଛାତିରେ ଛନକା ପଶିବା ନିଶ୍ଚିତ।

ମୃତ୍ୟୁକୁ ହାତଠାରି ଡାକୁଛି ମଣିଷ!

train

Advertisment

ଦ୍ରୁତଗତିରେ ଆସୁଥିବା ଟ୍ରେନଟି ଗତିପଥ ବଦଳାଇବା ସମ୍ଭବ ନୁହେଁ କିନ୍ତୁ ବୁଦ୍ଧି ବିବେକଧାରୀ ମଣିଷ ହୁଏତ ନିଜେ ମୃତ୍ୟୁକୁ ହାତଠାରି ଠାକୁଛି। ଟ୍ରେନ ଧାରଣାରେ ମୃତ୍ୟୁ ସହ ଖେଳୁଛି ବେପରୁଆ ମଣିଷ। ସମ୍ପୂର୍ଣ୍ଣ ଅଧର୍ଯ୍ୟ। ମାତ୍ର କେଇ ସେକେଣ୍ଡର ଭିଡିଓ ଦେଖିଲେ, ଆପଣଙ୍କ ଛାତିରେ ଛନକା ପଶିବା ନିଶ୍ଚିତ।

Advertisment

Train Track Inviting Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe