୧୯ ହଜାର ଟଙ୍କାରେ ଆଇ-ଫୋନ

କଣ ଆପଣ ନୂଆ ସ୍ମାର୍ଟ ଫୋନ କିଣିବାକୁ ଚାହୁଁଛନ୍ତି କି? ଯଦି ହଁ ତେବେ ଏହା ବୋଧ ହୁଏ ନିଜ ଇଚ୍ଛା ପୁରଣ କରିବାକୁ ସଠିକ ସମୟ। ହାତ ପଆନ୍ତାରେ ବଡ଼ ସୁଯୋଗ ଆଣିଛନ୍ତି ଇ କମର୍ସ କମ୍ପାନୀ।