/odisha-reporter/media/post_attachments/uploads/2023/01/erani-e1673096635318.jpg)
ଭୁବନେଶ୍ୱର: କେତେବେଳ ନିଜକୁ ପୁଲିସ୍ କହି ଲୋକଙ୍କଠାରୁ ଲୁଟୁଥିଲେ, କେତେବେଳେ ଦୋକାନୀଙ୍କୁ ଅନ୍ୟମନସ୍କ କରି କଳାକନା ବୁଲାଉଥିଲେ। ପୁଣି କେତେବେଳେ ବିବାହ ଭୋଜିକୁ ଗେଷ୍ଟ ହିସାବରେ ଯାଇ ଗିଫ୍ଟ ଧରି ଚମ୍ପଟ ମାରୁଥିଲେ। ଏପରି ଭିନ୍ନ ଭିନ୍ନ ତରିକାରେ ଲୁଟ୍ କରି କମିଶନରେଟ ପୁଲିସ୍ର ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଏକ ଗ୍ୟାଙ୍ଗକୁ ମାଡ଼ି ବସିଛି ପୁଲିସ୍। ଏହି ଗ୍ୟାଙ୍ଗର ନାଁ ହେଉଛି ଇରାନୀ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ରାୟପୁରରେ କମିଶନରେଟ ପୁଲିସ୍ ଧରିଥିବା ବେଳେ ସେମାନଙ୍କୁ ଭୁବନେଶ୍ୱରକୁ ଅଣାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
