Advertisment

ASO ପରୀକ୍ଷାରେ ଦୁର୍ନୀତି ଅଭିଯୋଗ

କିଛି ଛାତ୍ରଛାତ୍ରୀ ଓପିଏସସି ଦ୍ୱାରା ହୋଇଥିବା ଏଏସଓ ପରୀକ୍ଷା ଚୟନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରଥମତଃ କିଛି ପରୀକ୍ଷାର୍ଥୀ ପରୀକ୍ଷା ନଦେଇବି ସିଲେକ୍ଟ ହୋଇଥିବାର ଅଭିଯୋଗ ହୋଇଛି। ଏମିତିକି ଓପିଏସସିର ନିୟମ ଅନୁସାରେ କିଛି ପରୀକ୍ଷାର୍ଥୀ ଅଯୋଗ୍ୟ ହୋଇଥିଲେ ସୁଦ୍ଧା ସେମାନେ ପରୀକ୍ଷା ଦେଇଛନ୍ତି ଏବଂ ସିଲେକ୍ଟ ମଧ୍ୟ ହୋଇଛନ୍ତି।

author-image
Debendra Prusty
ASO ପରୀକ୍ଷାରେ ଦୁର୍ନୀତି ଅଭିଯୋଗ

aso

କିଛି ଛାତ୍ରଛାତ୍ରୀ ଓପିଏସସି ଦ୍ୱାରା ହୋଇଥିବା ଏଏସଓ ପରୀକ୍ଷା ଚୟନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି। ପ୍ରଥମତଃ କିଛି ପରୀକ୍ଷାର୍ଥୀ ପରୀକ୍ଷା ନଦେଇବି ସିଲେକ୍ଟ ହୋଇଥିବାର ଅଭିଯୋଗ ହୋଇଛି। ଏମିତିକି ଓପିଏସସିର ନିୟମ ଅନୁସାରେ କିଛି ପରୀକ୍ଷାର୍ଥୀ ଅଯୋଗ୍ୟ ହୋଇଥିଲେ ସୁଦ୍ଧା ସେମାନେ ପରୀକ୍ଷା ଦେଇଛନ୍ତି ଏବଂ ସିଲେକ୍ଟ ମଧ୍ୟ ହୋଇଛନ୍ତି।

Advertisment

Odisha Job Scam Aso Scam Aso Exam