/odisha-reporter/media/post_attachments/uploads/2022/07/chalbaz.jpg)
chalbaz
ସମଦୂରତ୍ୱ କଥା କହି ଚକମା ଦେଉଛି ବିଜୁ ଜନତା ଦଳ! କେବେ କଂଗ୍ରେସ ତ ଆଉ କେତେବେଳେ ବିଜେପିକୁ ଯୋଗାଉଛି ସମର୍ଥନ ବଳ! ଉପରାଷ୍ଟ୍ରପତିଙ୍କୁ ବିରୋଧ ରାଷ୍ଟ୍ରପତିଙ୍କୁ ସମର୍ଥନ! ବିଜେଡି ଏଥର କୁଆଡ଼େ ବଳାଇବ ମନ? ନବୀନ ଯାହା କୁହନ୍ତି ତାହା କ’ଣ କରନ୍ତି? ନା ମଉକା ଦେଖି ଚଉକା ଛକା ମାରନ୍ତି? ଦେଖନ୍ତୁ ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
