Advertisment

ଭକୁଆ ବନାଉଛି କି ବିଜେଡି?

ନଭେମ୍ବର ୧୨ ତାରିଖରେ ବିଜେଡି ପକ୍ଷରୁ ଜାରି ହୋଇଥିଲା ଏହି ପ୍ରେସ ରିଲିଜ। ଯେଉଁଥିରେ ଦଳ କହିଛି କି ମୁଖ୍ୟମନ୍ତ୍ରୀଙ୍କ ସହ ପଦ୍ମପୁର ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ସକାରାତ୍ମକ ଆଲୋଚନା। ହେଲେ ଏହି ଆଲୋଚନା କେବେ ହୋଇଥିଲା ତାକୁ ନେଇ ଦଳ କିନ୍ତୁ ଉଲ୍ଲେଖ କରି ନାହିଁ। ୧୨ ତାରିଖରେ ଏଭଳି ପ୍ରେସ ରିଲିଜ ଜାରି କରିବା ପରଦିନ ଅର୍ଥାତ ୧୩ ତାରିଖରେ ଦଳର ଦୁଇ ତୁଙ୍ଗ ନେତା ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂ […]

ଅଦ୍ୟତନ ହୋଇଛି
ଭକୁଆ ବନାଉଛି କି ବିଜେଡି?

padmapur

Advertisment

ନଭେମ୍ବର ୧୨ ତାରିଖରେ ବିଜେଡି ପକ୍ଷରୁ ଜାରି ହୋଇଥିଲା ଏହି ପ୍ରେସ ରିଲିଜ। ଯେଉଁଥିରେ ଦଳ କହିଛି କି ମୁଖ୍ୟମନ୍ତ୍ରୀଙ୍କ ସହ ପଦ୍ମପୁର ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ସକାରାତ୍ମକ ଆଲୋଚନା। ହେଲେ ଏହି ଆଲୋଚନା କେବେ ହୋଇଥିଲା ତାକୁ ନେଇ ଦଳ କିନ୍ତୁ ଉଲ୍ଲେଖ କରି ନାହିଁ। ୧୨ ତାରିଖରେ ଏଭଳି ପ୍ରେସ ରିଲିଜ ଜାରି କରିବା ପରଦିନ ଅର୍ଥାତ ୧୩ ତାରିଖରେ ଦଳର ଦୁଇ ତୁଙ୍ଗ ନେତା ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂ ଯାଇ କମିଟି ସହ ଆଲୋଚନା କରିଛନ୍ତି। ଯଦି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା ଏମାନେ କାହିଁକି ଯାଇଛନ୍ତି?

Advertisment

Naveen Patnaik Padmapur Politics Bjd Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe