/odisha-reporter/media/post_attachments/uploads/2022/11/bjd-11.jpg)
bjd
ବିଜେଡି ଭିତରେ ଫାଟ ଜଳ ଜଳ ହୋଇ ଦେଖାଗଲାଣି। ନେତା ନେତା ମଧ୍ୟରେ ରହିଛି ତିକ୍ତତା। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବନାମ ସୁଶାନ୍ତ ସିଂହ। ବ୍ରଜରାଜନଗର ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇ ନବ ସୁଶାନ୍ତଙ୍କୁ ଦେଖାଇଥିଲେ ତାଙ୍କ ତାକତ। ଆଉ ଏବେ ସୁଶାନ୍ତଙ୍କ ଜିଲ୍ଲାରେ ନବ ତାଙ୍କୁ ପଛରେ ପକାଇ ବର୍ଷାକୁ ଜିତାଇ ନିଜ ପତିଆର ବଢ଼ାଇବାକୁ ଚାହୁଁଛନ୍ତି। ଏପରିକି ନିଜ ଝିଅ ଦିପାଳୀଙ୍କ ପାଇଁ ବରଗଡ଼ ଆସନରୁ ସାଂସଦ ସ୍ୱପ୍ନ ଦେଖୁଛନ୍ତି। ସେହିପରି ମହେନ୍ଦ୍ର ବଢେଇ ଏବଂ ବରିହା ପରିବାର ମଧ୍ୟରେ ଲାଗି ରହିଛି ଛକା ପଞ୍ଝା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
