ଗୋପବନ୍ଧୁ ଦାଶ କଣ ରଙ୍ଗେଇଲୁଣ୍ଡା ବିଡିଓ?

ଗୋପବନ୍ଧୁ ଦାଶ କିଏ? ସେ କଣ ରଙ୍ଗେଇଲୁଣ୍ଡା ବିଡିଓ ନା ତାଙ୍କ ଉପରେ? ଗୋପନ୍ଧୁ କାହିଁକି ବ୍ଲକ ସରକାରୀ ଅଧିକାରୀଙ୍କୁ ନେଇ କରୁଛନ୍ତି ବୈଠକ? ତାଙ୍କ କଥାରେ କାହିଁକି ଉଠବସ୍ ହେଉଛି ପ୍ରଶାସନ? ତାଙ୍କୁ କଣ ଏହି କ୍ଷମତା ଦେଇଛନ୍ତି ନବୀନ?