Advertisment

ଆଦିବାସୀ ଛୁଆ ବୋଲି ଏ ନିର୍ଯାତନା?

ଆମେ ଆଦିବାସୀ ବୋଲି ପଖାଳକୁ ଆଳୁ ଖାଇବାକୁ ଦେବେ? ସବୁଦିନ ଜଳଖିଆରେ ଗୋଟିଏ ୫ ଟଙ୍କିଆ ବିସ୍କୁଟ ପ୍ୟାକେଟ, ରୁଟି ବି ଆମପାଇଁ ସାତ ସପନ। ଶୌଚ ପାଇଁ ପାଣି ନାହିଁ ପଢିବାକୁ ଆଲୋକ ନାହିଁ। କହିଲେ କହୁଛନ୍ତି ଇଛା ହେଲେ ପଢ଼, ନହେଲେ ଘଋକୁ ପଳାଅ।

author-image
Debendra Prusty
ଆଦିବାସୀ ଛୁଆ ବୋଲି ଏ ନିର୍ଯାତନା?

adivasi

ଆମେ ଆଦିବାସୀ ବୋଲି ପଖାଳକୁ ଆଳୁ ଖାଇବାକୁ ଦେବେ? ସବୁଦିନ ଜଳଖିଆରେ ଗୋଟିଏ ୫ ଟଙ୍କିଆ ବିସ୍କୁଟ ପ୍ୟାକେଟ, ରୁଟି ବି ଆମପାଇଁ ସାତ ସପନ। ଶୌଚ ପାଇଁ ପାଣି ନାହିଁ ପଢିବାକୁ ଆଲୋକ ନାହିଁ। କହିଲେ କହୁଛନ୍ତି ଇଛା ହେଲେ ପଢ଼, ନହେଲେ ଘଋକୁ ପଳାଅ।

Advertisment

Odisha Tribes Status Of Tribal Students Tribal Students