Advertisment

ଆଦିବାସୀ ଛୁଆ ବୋଲି ଏ ନିର୍ଯାତନା?

ଆମେ ଆଦିବାସୀ ବୋଲି ପଖାଳକୁ ଆଳୁ ଖାଇବାକୁ ଦେବେ? ସବୁଦିନ ଜଳଖିଆରେ ଗୋଟିଏ ୫ ଟଙ୍କିଆ ବିସ୍କୁଟ ପ୍ୟାକେଟ, ରୁଟି ବି ଆମପାଇଁ ସାତ ସପନ। ଶୌଚ ପାଇଁ ପାଣି ନାହିଁ ପଢିବାକୁ ଆଲୋକ ନାହିଁ। କହିଲେ କହୁଛନ୍ତି ଇଛା ହେଲେ ପଢ଼, ନହେଲେ ଘଋକୁ ପଳାଅ।

ଆଦିବାସୀ ଛୁଆ ବୋଲି ଏ ନିର୍ଯାତନା?

adivasi

Advertisment

ଆମେ ଆଦିବାସୀ ବୋଲି ପଖାଳକୁ ଆଳୁ ଖାଇବାକୁ ଦେବେ? ସବୁଦିନ ଜଳଖିଆରେ ଗୋଟିଏ ୫ ଟଙ୍କିଆ ବିସ୍କୁଟ ପ୍ୟାକେଟ, ରୁଟି ବି ଆମପାଇଁ ସାତ ସପନ। ଶୌଚ ପାଇଁ ପାଣି ନାହିଁ ପଢିବାକୁ ଆଲୋକ ନାହିଁ। କହିଲେ କହୁଛନ୍ତି ଇଛା ହେଲେ ପଢ଼, ନହେଲେ ଘଋକୁ ପଳାଅ।

Advertisment

Tribal Students Status Of Tribal Students Odisha Tribes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe