ମୁଦାଲା ନମ୍ୱର ୧୩କୁ ସରକାରଙ୍କ ଡର!

ବିଜେପି ବିରୋଧ କାରଣରୁ ବିଧାନସଭା ବାରମ୍ୱାର ହେଲା ମୂଲତବୀ । କଂଗ୍ରେସ ମଧ୍ୟ ବିଜେପି ସହିତ ମିଳାଇଲା ସ୍ୱର । ଡଜନେରୁ ଅଧିକ ମନ୍ତ୍ରୀଙ୍କ ଉପରେ ରହିଛି ସଙ୍ଗୀନ ଅଭିଯୋଗ। ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କଲେ ବିରୋଧୀ ।

maxresdefault (9) (1)

Manasi Mohapatra
  • Published: Friday, 03 September 2021
  • , Updated: 03 September 2021, 04:06 PM IST

ବିଜେପି ବିରୋଧ କାରଣରୁ ବିଧାନସଭା ବାରମ୍ୱାର ହେଲା ମୂଲତବୀ । କଂଗ୍ରେସ ମଧ୍ୟ ବିଜେପି ସହିତ ମିଳାଇଲା ସ୍ୱର । ଡଜନେରୁ ଅଧିକ ମନ୍ତ୍ରୀଙ୍କ ଉପରେ ରହିଛି ସଙ୍ଗୀନ ଅଭିଯୋଗ। ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କଲେ ବିରୋଧୀ ।

https://www.youtube.com/watch?v=ULO_15C1A0o

Related story