Advertisment

ପ୍ରଦୀପଙ୍କୁ କଣ ଚନ୍ଦ୍ରଙ୍କ ଡର?

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଗଂଜାମ ଜିଲ୍ଲାରେ ରାଜନୈତିକ ହଟଚମଟ ଜାରି ରହିଛି। ଜନ ବିରୋଧୀ କହି ଦଳରୁ ତଡ଼ା ଖାଇଥିଲେ ପ୍ରଦୀପ। ଦଳରୁ ସିନା ତଡ଼ା ଖାଇଲେ ଏ ଯାଏଁ ଲୋକଙ୍କ ମନରେ ଅଛନ୍ତି ପ୍ରଦୀପ। ଗତ ଅଗଷ୍ଟ ୧୫ ତାରିଖରେ ପତକା ଉତ୍ତୋଳନ ପାଇଁ ଗୋଳାବନ୍ଧ ଯାଉଥିବା ବେଳେ ତାଙ୍କୁ ଜୋରଦାର ବିରୋଧ ହୋଇଥିଲା।

ପ୍ରଦୀପଙ୍କୁ କଣ ଚନ୍ଦ୍ରଙ୍କ ଡର?

pradip

Advertisment

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଗଂଜାମ ଜିଲ୍ଲାରେ ରାଜନୈତିକ ହଟଚମଟ ଜାରି ରହିଛି। ଜନ ବିରୋଧୀ କହି ଦଳରୁ ତଡ଼ା ଖାଇଥିଲେ ପ୍ରଦୀପ। ଦଳରୁ ସିନା ତଡ଼ା ଖାଇଲେ ଏ ଯାଏଁ ଲୋକଙ୍କ ମନରେ ଅଛନ୍ତି ପ୍ରଦୀପ। ଗତ ଅଗଷ୍ଟ ୧୫ ତାରିଖରେ ପତକା ଉତ୍ତୋଳନ ପାଇଁ ଗୋଳାବନ୍ଧ ଯାଉଥିବା ବେଳେ ତାଙ୍କୁ ଜୋରଦାର ବିରୋଧ ହୋଇଥିଲା।

Advertisment

Naveen Patnaik Pradip Panigrahi Gopalpur Mla Ganjam Politics Chandrasekhar Sahu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe