Advertisment

‘ମୃତ୍ୟୁ ପଛରେ ସମୀର ଦାଶ’

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର ୭ ଘଣ୍ଟା ପରେ ତାଙ୍କ ଶିଶୁପାଳଗଡରେ ଥିବା ତାଙ୍କ ଶଶୁର ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ ନିମାପଡା ବିଧାୟକ ତଥା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଉପରୁ ନିର୍ଦ୍ଦେଶ ଆସିବା ପରେ କେବଳ ସୌଜନ୍ୟତା ଦୃଷ୍ଟିରୁ ଦେଖା କରିଥିଲେ। ହେଲେ ଧର୍ମେନ୍ଦଙ୍କ ପାଇଁ ପଦୁଟେ କହିଲେ ନାହିଁ। ସେପଟେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା।

ଅଦ୍ୟତନ ହୋଇଛି
‘ମୃତ୍ୟୁ ପଛରେ ସମୀର ଦାଶ’

prabhati

Advertisment

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର ୭ ଘଣ୍ଟା ପରେ ତାଙ୍କ ଶିଶୁପାଳଗଡରେ ଥିବା ତାଙ୍କ ଶଶୁର ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ ନିମାପଡା ବିଧାୟକ ତଥା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଉପରୁ ନିର୍ଦ୍ଦେଶ ଆସିବା ପରେ କେବଳ ସୌଜନ୍ୟତା ଦୃଷ୍ଟିରୁ ଦେଖା କରିଥିଲେ। ହେଲେ ଧର୍ମେନ୍ଦଙ୍କ ପାଇଁ ପଦୁଟେ କହିଲେ ନାହିଁ। ସେପଟେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା।

Advertisment

Dharmendra Sahu Bjd Leader Suicide Case Sameer Dash Prhabhati Parida
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe