ମୁଖ୍ୟମନ୍ତ୍ରୀ ଅବସର ନେଉଛନ୍ତି କି?

ଅବସର ନେଉଛନ୍ତି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ? ଏଭଳି ଏକ ପ୍ରଶ୍ନ ପଚାରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା। ଦେଖନ୍ତୁ ଏଥରର ଖାସ୍‌ କଥାରେ।