Advertisment

ଓଡ଼ିଶାରେ ସରକାର ଅଛି କି?

ସାଧାରଣ ଜନତା ପାଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଅଧିକାର ଅଛି ନା ନାହିଁ? ମହିଳା ସଶକ୍ତିକରଣର କଥା କହୁଥିବା ସରକାର ଜଣେ ମହିଳାଙ୍କୁ ନ୍ୟାୟ ଦେବାରେ ଅସମର୍ଥ କାହିଁକି? ସରକାର ଗଠନ କରିବା ଦିନଠୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ପ୍ରୟାସ କରୁଛନ୍ତି। ହେଲେ କେତେବେଳେ ଜେଲ୍ ଯାଉଛନ୍ତି ତ ଆଉ କେତେବେଳେ ଛନ୍ଦି ଦିଆଯାଉଛି ବିଭିନ୍ନ ମାମଲାରେ?

ଓଡ଼ିଶାରେ ସରକାର ଅଛି କି?

govt achi ki

Advertisment

ସାଧାରଣ ଜନତା ପାଖରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଅଧିକାର ଅଛି ନା ନାହିଁ? ମହିଳା ସଶକ୍ତିକରଣର କଥା କହୁଥିବା ସରକାର ଜଣେ ମହିଳାଙ୍କୁ ନ୍ୟାୟ ଦେବାରେ ଅସମର୍ଥ କାହିଁକି? ସରକାର ଗଠନ କରିବା ଦିନଠୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ପ୍ରୟାସ କରୁଛନ୍ତି। ହେଲେ କେତେବେଳେ ଜେଲ୍ ଯାଉଛନ୍ତି ତ ଆଉ କେତେବେଳେ ଛନ୍ଦି ଦିଆଯାଉଛି ବିଭିନ୍ନ ମାମଲାରେ?

Advertisment

Odisha Govt No Govt In Odisha Naveen Patniak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe