/odisha-reporter/media/post_attachments/uploads/2022/12/saluja.jpg)
saluja
ଜେଲ ଭିତରେ ରସି କେଉଁଠି ଆସିଲା? ଜେଲରମାନେ କେମିତି ଦେଖି ପାରିଲେନି? ଗୋବିନ୍ଦ ସାହୁର ମୃତ୍ୟୁ ପଛରେ ବଡ଼ ଷଡ଼ଯନ୍ତ୍ର। ଏହାକୁ ନେଇ ସିବିଆଇ ତଦନ୍ତ ହେବା ଦରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା। କଣ୍ଟାବାଂଜି ଜେଲ୍ ଭିତରେ ଆତ୍ମହତ୍ୟା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
