Advertisment

ବିଜେଡି କର୍ମୀଙ୍କ ଘରେ ଆୟକର ଚଢ଼ାଉ!

ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ କେନ୍ଦ୍ରୀୟ ଟିମ୍‌ର ରେଡ୍। ସଶସ୍ତ୍ର ସିଆରପିଏଫ ଉପସ୍ଥିତିରେ ରେଡ୍ କଲା କେନ୍ଦ୍ରୀୟ ଟିମ୍। ବହିଦାରପଡ଼ାର ମହମ୍ମଦ ସାଜିଦଙ୍କ ଘରେ ହେଲା ରେଡ୍। ସାହୁପଡ଼ାର ମାନଭଞ୍ଜନ ସାହୁ, ବଡ଼ପଡ଼ାର ଗଜୁ ଅଗ୍ରୱାଲଙ୍କ ଘରେ ମଧ୍ୟ ରେଡ୍ ହେଲା।

author-image
Debendra Prusty
ବିଜେଡି କର୍ମୀଙ୍କ ଘରେ ଆୟକର ଚଢ଼ାଉ!

it raid

ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ କେନ୍ଦ୍ରୀୟ ଟିମ୍‌ର ରେଡ୍। ସଶସ୍ତ୍ର ସିଆରପିଏଫ ଉପସ୍ଥିତିରେ ରେଡ୍ କଲା କେନ୍ଦ୍ରୀୟ ଟିମ୍। ବହିଦାରପଡ଼ାର ମହମ୍ମଦ ସାଜିଦଙ୍କ ଘରେ ହେଲା ରେଡ୍। ସାହୁପଡ଼ାର ମାନଭଞ୍ଜନ ସାହୁ, ବଡ଼ପଡ଼ାର ଗଜୁ ଅଗ୍ରୱାଲଙ୍କ ଘରେ ମଧ୍ୟ ରେଡ୍ ହେଲା।

Advertisment

IT Raid Padmapur Income Tax Rai