ବିଜେଡି କର୍ମୀଙ୍କ ଘରେ ଆୟକର ଚଢ଼ାଉ!

it raid

it raid

Debendra Prusty
  • Published: Monday, 28 November 2022
  • Updated: 28 November 2022, 03:46 PM IST

ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ କେନ୍ଦ୍ରୀୟ ଟିମ୍‌ର ରେଡ୍। ସଶସ୍ତ୍ର ସିଆରପିଏଫ ଉପସ୍ଥିତିରେ ରେଡ୍ କଲା କେନ୍ଦ୍ରୀୟ ଟିମ୍। ବହିଦାରପଡ଼ାର ମହମ୍ମଦ ସାଜିଦଙ୍କ ଘରେ ହେଲା ରେଡ୍। ସାହୁପଡ଼ାର ମାନଭଞ୍ଜନ ସାହୁ, ବଡ଼ପଡ଼ାର ଗଜୁ ଅଗ୍ରୱାଲଙ୍କ ଘରେ ମଧ୍ୟ ରେଡ୍ ହେଲା।

https://youtu.be/qso86HuoVJs

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories