it raid
Advertisment
ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ କେନ୍ଦ୍ରୀୟ ଟିମ୍ର ରେଡ୍। ସଶସ୍ତ୍ର ସିଆରପିଏଫ ଉପସ୍ଥିତିରେ ରେଡ୍ କଲା କେନ୍ଦ୍ରୀୟ ଟିମ୍। ବହିଦାରପଡ଼ାର ମହମ୍ମଦ ସାଜିଦଙ୍କ ଘରେ ହେଲା ରେଡ୍। ସାହୁପଡ଼ାର ମାନଭଞ୍ଜନ ସାହୁ, ବଡ଼ପଡ଼ାର ଗଜୁ ଅଗ୍ରୱାଲଙ୍କ ଘରେ ମଧ୍ୟ ରେଡ୍ ହେଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/it-raid.jpg)