/odisha-reporter/media/post_attachments/uploads/2021/12/maxresdefault-3-1.jpg)
maxresdefault (3) (1)
Mi-17V-5। ଇଏ ହେଉଛି ସେହି ହେଲିକପ୍ଟର, ଯାହାକୁ ଏକପ୍ରକାର ସବୁଠୁ ସୁରକ୍ଷିତ ଓ ସବୁଠୁ ଅତ୍ୟାଧୁନିକ ହେଲିକପ୍ଟର ବୋଲି କୁହାଯାଏ। ହେଲେ, ଏହି ଅତ୍ୟାଧୁନିକ ହେଲିକପ୍ଟର ଏମିତି ଧୋକା ଦେବ ବୋଲି କେହି କଳ୍ପନା କରିନଥିଲେ। କାରଣ, ଅଟୋ ପାଇଲଟ୍, ନାଇଟ-ଭିଜନ ଉପକରଣ, ଓ୍ବେଦର ରାଡାର ଭଳି ଅତ୍ୟାଧୁନିକ ଯନ୍ତ୍ରଂଶ ଥିବା ସତ୍ବେ ଏହି ହେଲିକପ୍ଟର କେମିତି ଦୁର୍ଘଟଣା ଗ୍ରସ୍ତ ହେଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
