ମଣିଷ ମରା ହେଲିକପ୍ଟର !

Mi-17V-5। ଇଏ ହେଉଛି ସେହି ହେଲିକପ୍ଟର, ଯାହାକୁ ଏକପ୍ରକାର ସବୁଠୁ ସୁରକ୍ଷିତ ଓ ସବୁଠୁ ଅତ୍ୟାଧୁନିକ ହେଲିକପ୍ଟର ବୋଲି କୁହାଯାଏ। ହେଲେ, ଏହି ଅତ୍ୟାଧୁନିକ ହେଲିକପ୍ଟର ଏମିତି ଧୋକା ଦେବ ବୋଲି କେହି କଳ୍ପନା କରିନଥିଲେ। କାରଣ, ଅଟୋ ପାଇଲଟ୍, ନାଇଟ-ଭିଜନ ଉପକରଣ, ଓ୍ବେଦର ରାଡାର ଭଳି ଅତ୍ୟାଧୁନିକ ଯନ୍ତ୍ରଂଶ ଥିବା ସତ୍ବେ ଏହି ହେଲିକପ୍ଟର କେମିତି ଦୁର୍ଘଟଣା ଗ୍ରସ୍ତ ହେଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

maxresdefault (3) (1)

maxresdefault (3) (1)

Manasi Mohapatra
  • Published: Friday, 10 December 2021
  • Updated: 10 December 2021, 05:02 PM IST

Sports

Latest News

Mi-17V-5। ଇଏ ହେଉଛି ସେହି ହେଲିକପ୍ଟର, ଯାହାକୁ ଏକପ୍ରକାର ସବୁଠୁ ସୁରକ୍ଷିତ ଓ ସବୁଠୁ ଅତ୍ୟାଧୁନିକ ହେଲିକପ୍ଟର ବୋଲି କୁହାଯାଏ। ହେଲେ, ଏହି ଅତ୍ୟାଧୁନିକ ହେଲିକପ୍ଟର ଏମିତି ଧୋକା ଦେବ ବୋଲି କେହି କଳ୍ପନା କରିନଥିଲେ। କାରଣ, ଅଟୋ ପାଇଲଟ୍, ନାଇଟ-ଭିଜନ ଉପକରଣ, ଓ୍ବେଦର ରାଡାର ଭଳି ଅତ୍ୟାଧୁନିକ ଯନ୍ତ୍ରଂଶ ଥିବା ସତ୍ବେ ଏହି ହେଲିକପ୍ଟର କେମିତି ଦୁର୍ଘଟଣା ଗ୍ରସ୍ତ ହେଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

https://www.youtube.com/watch?v=1ngVpFpodXg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Also Read