/odisha-reporter/media/post_attachments/uploads/2022/09/bilare.jpg)
bilare
ଟାଇଁ ଟାଇଁ ଖରା ସାଙ୍ଗକୁ ପଚପଚ କାଦୁଅ। ବିଲରେ ବୁଲୁଛନ୍ତି ଜେଲର..ଖାଲି ପାଦରେ ଏଣେତେଣେ ଧାଉଁଛନ୍ତି। କ୍ୟାମେରା ଦେଖି ମୁହଁକୁ ଢାଙ୍କୁଥିବା ଏ ମହିଳା ଜଣଙ୍କ ହେଲେ ଜେଲର ପ୍ରିୟମ୍ବଦା ପଣ୍ଡା । ବାଲେଶ୍ୱର ଜିଲ୍ଲା ସୋର ଉପକାରାଗାରରେ ଘଟିଛି ଏଭଳି ଘଟଣା। ଗୁରୁବାର ଜଣେ ବିଚାରଦିନ କଏଦୀ ଜେଲର ପ୍ରିୟମ୍ବଦାଙ୍କ ବିଲରୁ ମାରିଛି ଚମ୍ପଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
