ଯାଜପୁର ଟ୍ରକ ଚଢାଇ ହତ୍ୟା ଘଟଣା: ମା’ଝିଅଙ୍କ ସହ ଡ୍ରାଇଭରର ବଚସା ଭିଡିଓ ଭାଇରାଲ

ସାମ୍ନାକୁ ଆସିଲା ଯାଜପୁର ଟ୍ରକ ଚଢାଇ ହତ୍ୟା ଘଟଣା ପୂର୍ବର ଭିଡିଓ। ଦେଖନ୍ତୁ କେମିତି ମା’ ଝିଅଙ୍କ ସହ ଟ୍ରକ ଡ୍ରାଇଭରର ଝଗଡା ହୋଇଥିଲା। ଦେଖନ୍ତୁଏହି ଭିଡିଓ।