ଦେଶ news ଭାରତ ପାଇଁ ଜାପାନର ବଡ ଘୋଷଣା ଭାରତରେ ୪୨ ବିଲିୟନ ଡଲାର ବା ୩.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଜାପାନ। ଆସନ୍ତା ୫ ବର୍ଷ ମଧ୍ୟରେ ଏତେ ପରିମାଣର ପୁଞ୍ଜି ନିବେଶ କରିବାକୁ ଜାପାନ ଲକ୍ଷ୍ୟ ରଖିଥିବା ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। Pujarani Nayak 20 Mar 2022 14:57 IST PAGEଭାରତରେ ୪୨ ବିଲିୟନ ଡଲାର ବା ୩.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଜାପାନ। ଆସନ୍ତା ୫ ବର୍ଷ ମଧ୍ୟରେ ଏତେ ପରିମାଣର ପୁଞ୍ଜି ନିବେଶ କରିବାକୁ ଜାପାନ ଲକ୍ଷ୍ୟ ରଖିଥିବା ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।Advertisment Odisha Reporter Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ