Advertisment

ଭାରତ ପାଇଁ ଜାପାନର ବଡ ଘୋଷଣା

ଭାରତରେ ୪୨ ବିଲିୟନ ଡଲାର ବା ୩.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଜାପାନ। ଆସନ୍ତା ୫ ବର୍ଷ ମଧ୍ୟରେ ଏତେ ପରିମାଣର ପୁଞ୍ଜି ନିବେଶ କରିବାକୁ ଜାପାନ ଲକ୍ଷ୍ୟ ରଖିଥିବା ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।

ଭାରତ ପାଇଁ ଜାପାନର ବଡ ଘୋଷଣା

PAGE

Advertisment

ଭାରତରେ ୪୨ ବିଲିୟନ ଡଲାର ବା ୩.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଜାପାନ। ଆସନ୍ତା ୫ ବର୍ଷ ମଧ୍ୟରେ ଏତେ ପରିମାଣର ପୁଞ୍ଜି ନିବେଶ କରିବାକୁ ଜାପାନ ଲକ୍ଷ୍ୟ ରଖିଥିବା ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।

Advertisment

Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe