ଏଣ୍ଟ୍ରି ମାରିଲା ଜାପାନ

ଉସୁକାଇଲା ଆମେରିକା। ଏବେ ଖୁରି ଲଗାଉଛି ଚୀନ। ଦିନ ଗଡ଼ିବା ସହ ଚୀନ-ତାଇୱାନ ସମ୍ପର୍କରେ ତିକ୍ତତା ଭରୁଛି। ଦୁଇ ଦେଶର ବିବାଦରେ ଏବେ ଏଣ୍ଟ୍ରି ମାରିଛି ଜାପାନ।