Advertisment

4 ବର୍ଷ ପରେ ତୁଟିଲା ବିବାହ ବିବାଦ

ଶେଷରେ ଦୀର୍ଘ ଚାରି ବର୍ଷର କଳ୍ପନାଜଳ୍ପନାରେ ଅନ୍ତ ଘଟିଛି। ଜାପାନ ରାଜକୁମାରୀ ମାକୋ, ଏକ ସାଧାରଣ ପରିବାରରୁ ଆସୁଥିବା ନିଜ ସହପାଠୀଙ୍କୁ ବିବାହ କରିବାର ରାସ୍ତା ପରିସ୍କାର ହୋଇଛି। ମାକୋ ତାଙ୍କ ସହପାଠୀ କେଇ କୋମୁରୋଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ଏଥିପାଇଁ ରାଜକୁମାରୀ ମାକୋଙ୍କୁ ରାଜକୁମାରୀ ପଦ ଛାଡ଼ିବାକୁ ପଡ଼ିବ। କେବଳ ସେତିକି ନୁହେଁ, ସାଧାରଣ ପରିବାରର ଯୁବକକୁ ବାହା ହେଉଥିବାରୁ ପ୍ରାୟ 8 କୋଟିର କ୍ଷତିପୂରଣ ଦେବାକୁ ପଡ଼ିବ

4 ବର୍ଷ ପରେ ତୁଟିଲା ବିବାହ ବିବାଦ

maxresdefault (11) (1)

Advertisment

ଶେଷରେ ଦୀର୍ଘ ଚାରି ବର୍ଷର କଳ୍ପନାଜଳ୍ପନାରେ ଅନ୍ତ ଘଟିଛି। ଜାପାନ ରାଜକୁମାରୀ ମାକୋ, ଏକ ସାଧାରଣ ପରିବାରରୁ ଆସୁଥିବା ନିଜ ସହପାଠୀଙ୍କୁ ବିବାହ କରିବାର ରାସ୍ତା ପରିସ୍କାର ହୋଇଛି। ମାକୋ ତାଙ୍କ ସହପାଠୀ କେଇ କୋମୁରୋଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ଏଥିପାଇଁ ରାଜକୁମାରୀ ମାକୋଙ୍କୁ ରାଜକୁମାରୀ ପଦ ଛାଡ଼ିବାକୁ ପଡ଼ିବ। କେବଳ ସେତିକି ନୁହେଁ, ସାଧାରଣ ପରିବାରର ଯୁବକକୁ ବାହା ହେଉଥିବାରୁ ପ୍ରାୟ 8 କୋଟିର କ୍ଷତିପୂରଣ ଦେବାକୁ ପଡ଼ିବ

Advertisment

Odisha Reporter Japan Princes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe