Advertisment

ଚେଙ୍କ ଦେଇ ବନ୍ଧା ହେଲେ ବାବୁଆଣି

ପୂର୍ବତନ ଆଇଏଏସ୍ ଅଫିସରଙ୍କ ପତ୍ନୀ ହାତରେ ପଡିଲା ହାତକଡି। ଏଣିକି ଜେଲରେ ରହିବେ ବାବୁଆଣି। ଛାଡିଗଲା ହୁକମତି, ତେଣୁ ପ୍ରମାଦ ଗଣିଲେଣି ନେତ୍ରୀ। ଚାକରାଣୀଙ୍କୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ଜେଲ ଗଲେ ଝାଡଖଣ୍ଡର ପୂର୍ବତନ ଆଇଏଏସ ଅଫିସର ମହେଶ ପାତ୍ରଙ୍କ ପତ୍ନୀ ସୀମା ପାତ୍ର। ତାଙ୍କ ଘରେ କାମ କରୁଥିବା ଜଣେ ଭିନ୍ନକ୍ଷମ ଆଦିବାସୀ ମହିଳାଙ୍କୁ ସେ ଅତ୍ୟାଚାର ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
ଚେଙ୍କ ଦେଇ ବନ୍ଧା ହେଲେ ବାବୁଆଣି

chenka

Advertisment

ପୂର୍ବତନ ଆଇଏଏସ୍ ଅଫିସରଙ୍କ ପତ୍ନୀ ହାତରେ ପଡିଲା ହାତକଡି। ଏଣିକି ଜେଲରେ ରହିବେ ବାବୁଆଣି। ଛାଡିଗଲା ହୁକମତି, ତେଣୁ ପ୍ରମାଦ ଗଣିଲେଣି ନେତ୍ରୀ। ଚାକରାଣୀଙ୍କୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ଜେଲ ଗଲେ ଝାଡଖଣ୍ଡର ପୂର୍ବତନ ଆଇଏଏସ ଅଫିସର ମହେଶ ପାତ୍ରଙ୍କ ପତ୍ନୀ ସୀମା ପାତ୍ର। ତାଙ୍କ ଘରେ କାମ କରୁଥିବା ଜଣେ ଭିନ୍ନକ୍ଷମ ଆଦିବାସୀ ମହିଳାଙ୍କୁ ସେ ଅତ୍ୟାଚାର ଅଭିଯୋଗ ହୋଇଛି।

Advertisment

Ias Officer's Wife Jharkhand Bjp Leader Seema Patra Torturing Maid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe