Advertisment

ବିିପଦରେ ଯୋଶୀମଠ

ଦିନକୁ ଦିନ ବଢ଼ିବାରେ ଲାଗିଛି ଉତ୍ତରାଖଣ୍ଡ ସ୍ଥିତ ଯୋଶୀମଠର ବିପଦ। ଜମି ଧସିବା ଯୋଗୁ ଘର ଓ ରାସ୍ତାଘାଟ ଫାଟି ଆଁ କରି ସାରିଲାଣି। ଅନେକ ଘର ଭୁଶୁଡିଗଲାଣି। ଏହି ସ୍ଥାନରେ ବିପଦ ଆହୁରି ବଢ଼ିବାରେ ଲାଗିଛି। ପ୍ରବଳ ଥଣ୍ଡା ଭିତରେ ଏଠାରେ ବର୍ଷା ଆଲର୍ଟ ଜାରି କରାଯାଇଛି। ଏଭଳି ସ୍ଥଳେ ପ୍ରଶାସନ ପକ୍ଷରୁ ପ୍ରାୟ ୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରା ସରିଲାଣି। ବିପଦପୂର୍ଣ୍ଣ ଅନୁମାନ କରାଯାଉଥିବା ଆହୁରି ଅନେକ ଅଞ୍ଚଳରୁ ଲୋକଙ୍କୁ […]

author-image
Manoj Swain
ବିିପଦରେ ଯୋଶୀମଠ

ଦିନକୁ ଦିନ ବଢ଼ିବାରେ ଲାଗିଛି ଉତ୍ତରାଖଣ୍ଡ ସ୍ଥିତ ଯୋଶୀମଠର ବିପଦ। ଜମି ଧସିବା ଯୋଗୁ ଘର ଓ ରାସ୍ତାଘାଟ ଫାଟି ଆଁ କରି ସାରିଲାଣି। ଅନେକ ଘର ଭୁଶୁଡିଗଲାଣି। ଏହି ସ୍ଥାନରେ ବିପଦ ଆହୁରି ବଢ଼ିବାରେ ଲାଗିଛି। ପ୍ରବଳ ଥଣ୍ଡା ଭିତରେ ଏଠାରେ ବର୍ଷା ଆଲର୍ଟ ଜାରି କରାଯାଇଛି। ଏଭଳି ସ୍ଥଳେ ପ୍ରଶାସନ ପକ୍ଷରୁ ପ୍ରାୟ ୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରା ସରିଲାଣି। ବିପଦପୂର୍ଣ୍ଣ ଅନୁମାନ କରାଯାଉଥିବା ଆହୁରି ଅନେକ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଛି। ପ୍ରଶାସନ କିଛି ଅଞ୍ଚଳକୁ ନୋ ଏଣ୍ଟ୍ରି ଜୋନ୍ ଘୋଷଣା କରିବା ସହ କୌଣସି ଅଘଟଣ ଆଶଙ୍କାରେ NDRF ଓ SDRFକୁ ମୁତୟନ ରଖିଛି।

Advertisment

Joshimath