Advertisment

ସାମ୍ବାଦିକଙ୍କ ରକ୍ତରେ ଭିଜିଲା ଲାଲ୍‌ ଗଡ

ସୁରକ୍ଷାକର୍ମୀଙ୍କ ପାଇଁ ଫାଶ ବସିଥିଲା ହେଲେ ପଡ଼ିଗଲେ ସାମ୍ବାଦିକ। କଳାହାଣ୍ଡି କର୍ଲାଖୁଣ୍ଟାରେ ମାଓବାଦୀଙ୍କ ବ୍ୟାନର, ପୋଷ୍ଟର ସମ୍ପର୍କରେ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ପ୍ରାଣହାନୀ ଘଟଣାକୁ ନେଇ ଜୋର ଧରିଛି ଏଭଳି ଚର୍ଚ୍ଚା।

ସାମ୍ବାଦିକଙ୍କ ରକ୍ତରେ ଭିଜିଲା ଲାଲ୍‌ ଗଡ

11

Advertisment

ସୁରକ୍ଷାକର୍ମୀଙ୍କ ପାଇଁ ଫାଶ ବସିଥିଲା ହେଲେ ପଡ଼ିଗଲେ ସାମ୍ବାଦିକ। କଳାହାଣ୍ଡି କର୍ଲାଖୁଣ୍ଟାରେ ମାଓବାଦୀଙ୍କ ବ୍ୟାନର, ପୋଷ୍ଟର ସମ୍ପର୍କରେ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ପ୍ରାଣହାନୀ ଘଟଣାକୁ ନେଇ ଜୋର ଧରିଛି ଏଭଳି ଚର୍ଚ୍ଚା।

Advertisment

Odisha Reporter Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe