Advertisment

ସାମ୍ବାଦିକଙ୍କୁ କାଠ ଫାଳିଆ!

ପ୍ରଶ୍ନ ପଚାରିବାରୁ ମାଡ଼ ଧମକ। କାଠ ଫାଳିଆ ଧରି ସାମ୍ବାଦିକଙ୍କୁ ଗୋଡ଼ାଇଲେ ଶ୍ରଦ୍ଧାଞ୍ଜଳିଙ୍କ ମାଆ। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଲିଙ୍କରେ ଥିବା ଶ୍ରଦ୍ଧାଞ୍ଜଳିଙ୍କ କଟକ ବାଙ୍କୀ ଘରେ ଇଡି ପହଞ୍ଚିଲା। ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ସେଠାରେ ପହଞ୍ଚି ଖବର ସଂଗ୍ରହ କରିବାକୁ ଉଦ୍ୟମ କରିଥିଲେ। ଆଉ ଏତିକି ବେଳେ ଶ୍ରଦ୍ଧାଞ୍ଜଳିଙ୍କ ମାଆ ଗୋଟେ କାଠ ଫାଳିଆ ଧରି ସାମ୍ବାଦିକଙ୍କୁ ଗୋଡ଼େଇଥିଲେ।

author-image
Debendra Prusty
ସାମ୍ବାଦିକଙ୍କୁ କାଠ ଫାଳିଆ!

journalist

ପ୍ରଶ୍ନ ପଚାରିବାରୁ ମାଡ଼ ଧମକ। କାଠ ଫାଳିଆ ଧରି ସାମ୍ବାଦିକଙ୍କୁ ଗୋଡ଼ାଇଲେ ଶ୍ରଦ୍ଧାଞ୍ଜଳିଙ୍କ ମାଆ। ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଲିଙ୍କରେ ଥିବା ଶ୍ରଦ୍ଧାଞ୍ଜଳିଙ୍କ କଟକ ବାଙ୍କୀ ଘରେ ଇଡି ପହଞ୍ଚିଲା। ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ସେଠାରେ ପହଞ୍ଚି ଖବର ସଂଗ୍ରହ କରିବାକୁ ଉଦ୍ୟମ କରିଥିଲେ। ଆଉ ଏତିକି ବେଳେ ଶ୍ରଦ୍ଧାଞ୍ଜଳିଙ୍କ ମାଆ ଗୋଟେ କାଠ ଫାଳିଆ ଧରି ସାମ୍ବାଦିକଙ୍କୁ ଗୋଡ଼େଇଥିଲେ।

Advertisment

Attack On Press Journalist Attacked