Advertisment

ସାମ୍ବାଦିକଙ୍କୁ ଦିଲ୍ଲୀରେ ଛାଡ଼, ଓଡ଼ିଶାରେ ଡର!

ଦିଲ୍ଲୀର କେନ୍ଦ୍ର ସରକାରଙ୍କ ସଚିବାଳୟ ବନାମ ଓଡ଼ିଶାରେ ରାଜ୍ୟ ସରକାରଙ୍କ ସଚିବାଳୟ। ଦିଲ୍ଲୀରୁ ସାରା ଭାରତର ଶାସନ ନିୟନ୍ତ୍ରିତ ହୁଏ, ଆଉ ରାଜଧାନୀ ଭୁବନେଶ୍ୱରରୁ ସାରା ଓଡ଼ିଶାର ଶାସନ ନିୟନ୍ତ୍ରିତ ହୁଏ। କରୋନା ବେଳେ ବି ଦିଲ୍ଲୀରେ ଖବର ସଂଗ୍ରହ ପାଇଁ ଯାଉଥିବା ସାମ୍ବାଦିକଙ୍କ ପ୍ରବେଶ ଉପରେ ନଥିଲା ସ୍ୱତନ୍ତ୍ର କଟକଣା। ହେଲେ ଓଡ଼ିଶାରେ ଅଢ଼େଇ ବର୍ଷରୁ ଅଧିକ ସମୟ ହେଲା ସଚିବାଳୟରେ ସାମ୍ବାଦିକଙ୍କ ପ୍ରବେଶ ଉପରେ ଲାଗି ରହିଛି କଟକଣା।

author-image
Debendra Prusty
ସାମ୍ବାଦିକଙ୍କୁ ଦିଲ୍ଲୀରେ ଛାଡ଼, ଓଡ଼ିଶାରେ ଡର!

press

ଦିଲ୍ଲୀର କେନ୍ଦ୍ର ସରକାରଙ୍କ ସଚିବାଳୟ ବନାମ ଓଡ଼ିଶାରେ ରାଜ୍ୟ ସରକାରଙ୍କ ସଚିବାଳୟ। ଦିଲ୍ଲୀରୁ ସାରା ଭାରତର ଶାସନ ନିୟନ୍ତ୍ରିତ ହୁଏ, ଆଉ ରାଜଧାନୀ ଭୁବନେଶ୍ୱରରୁ ସାରା ଓଡ଼ିଶାର ଶାସନ ନିୟନ୍ତ୍ରିତ ହୁଏ। କରୋନା ବେଳେ ବି ଦିଲ୍ଲୀରେ ଖବର ସଂଗ୍ରହ ପାଇଁ ଯାଉଥିବା ସାମ୍ବାଦିକଙ୍କ ପ୍ରବେଶ ଉପରେ ନଥିଲା ସ୍ୱତନ୍ତ୍ର କଟକଣା। ହେଲେ ଓଡ଼ିଶାରେ ଅଢ଼େଇ ବର୍ଷରୁ ଅଧିକ ସମୟ ହେଲା ସଚିବାଳୟରେ ସାମ୍ବାଦିକଙ୍କ ପ୍ରବେଶ ଉପରେ ଲାଗି ରହିଛି କଟକଣା।

Advertisment

Press Entry Lokseva Bhavan Press Freedom Of Press