Advertisment

ଭିତରେ ବିବାଦ, ଫୁଲୁଛି ଶଙ୍ଖ

ଫୁଲୁଛି ଶଙ୍ଖର ଆୟତନ। ଫୁଲୁଛି ଭିତର ବିବାଦ। ଏଥିପାଇଁ ମୁଖିଆ ଗଢୁଛନ୍ତି ହାତୀ ଭଳିଆ ଟିମ୍। ସମସ୍ତଙ୍କୁ କିଛି କିଛି ଲଲିପପ୍ ଦେଇ ଶାନ୍ତ କରିଦେବାକୁ ହେଉଛି ଉଦ୍ୟମ। ଆଗରୁ ଯୁବ, ଛାତ୍ରମାନଙ୍କ ମଧ୍ୟ ଏଭଳି ବଡ଼ ବଡ଼ ଟିମ୍ ଗଠନ ହୋଇଥିଲା। ଏବେ ବିଜୁ ମହିଳା ଜନତା ଦଳର ଏତେ ବିଶାଳ ଟିମ୍ ଗଠନ ହୋଇଛି।

ଭିତରେ ବିବାଦ, ଫୁଲୁଛି ଶଙ୍ଖ

bjd team

Advertisment

ଫୁଲୁଛି ଶଙ୍ଖର ଆୟତନ। ଫୁଲୁଛି ଭିତର ବିବାଦ। ଏଥିପାଇଁ ମୁଖିଆ ଗଢୁଛନ୍ତି ହାତୀ ଭଳିଆ ଟିମ୍। ସମସ୍ତଙ୍କୁ କିଛି କିଛି ଲଲିପପ୍ ଦେଇ ଶାନ୍ତ କରିଦେବାକୁ ହେଉଛି ଉଦ୍ୟମ। ଆଗରୁ ଯୁବ, ଛାତ୍ରମାନଙ୍କ ମଧ୍ୟ ଏଭଳି ବଡ଼ ବଡ଼ ଟିମ୍ ଗଠନ ହୋଇଥିଲା। ଏବେ ବିଜୁ ମହିଳା ଜନତା ଦଳର ଏତେ ବିଶାଳ ଟିମ୍ ଗଠନ ହୋଇଛି।

Advertisment

Bjd Infighting Disgruntled Bjd Bjd Jumbo Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe