ସିନିୟରଙ୍କ ଉପରେ ବି ଏମିତି ହୁଏ ରାଗିଂ

ରାସ୍ତା ଉପରେ ରାଗିଂର ଓଲଟା ଚିତ୍ର। ସିନିୟରଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ଜୁନିୟର। କମ ଉଚ୍ଚତାକୁ ନେଇ ଆରମ୍ଭ ହୋଇଥିଲା କଳି। କଲେଜରୁ ବାହାରକୁ ଡାକି ନିସ୍ତୁକ ମାଡ଼ ମାରିଲେ ଜୁନିୟର। ଭିଡିଓ ଭାଇରାଲ ପରେ ଏବେ ଚାଲିଛି ତଦନ୍ତ।