PAGE
Advertisment
ଘନଘନ ବୋମା ମାଡ ଭିତରେ ଜୀବନକୁ ଖାତିର କଲେନି। ୩ ହଜାର ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ ସୀମା ପାର କରାଇଲେ। ସେ ହେଲେ କଳାହାଣ୍ଡି ଜିଲା ରାମପୁର ବ୍ଲକ ଅଏଁଲାପାଲିର ବିକାଶ ଚନ୍ଦ୍ର ସାହୁ । ଡାକ୍ତରୀ ପାଠ ପଢିବାକୁ ୨୦୧୭ରେ ୟୁକ୍ରେନ ଯାଇଥିଲେ ।