Advertisment

କେନ୍ଦ୍ରାପଡ଼ାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ହଟାଓ ଅଭିଯାନ!

କେନ୍ଦ୍ରାପଡ଼ାରେ ଆରମ୍ଭ ହେଲା ବାପାପୁଅ ହଟାଅ ଅଭିଯାନ। କର୍ମୀ ଦେଲେ ସ୍ଲୋଗାନ ଅଣ୍ଡା ଫିଙ୍ଗିଲେ ଶଶୀଙ୍କ ଗାଡ଼ିକୁ। ବିଧାୟକ ନେଉଛନ୍ତି ପର୍ସଣ୍ଟେଜ୍ ଅଣଦେଖା କରୁଛନ୍ତି କର୍ମୀଙ୍କୁ। ଲୋକ ପୁଣି ସ୍ଲୋଗାନ ଦେଲେଣି କେନ୍ଦ୍ରାପଡ଼ାରୁ ହଟାଅ ଇଷ୍ଟ୍ ଇଣ୍ଡିଆ କମ୍ପାନୀ। ଚର୍ଚ୍ଚା ପରଦା ପଛର ନେତୃତ୍ୱ ନେଉଛନ୍ତି ପୂର୍ବତନ ବିଧାୟକ କିଶୋର ତରାଇ।

author-image
Debendra Prusty
କେନ୍ଦ୍ରାପଡ଼ାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ହଟାଓ ଅଭିଯାନ!

kendrapara

କେନ୍ଦ୍ରାପଡ଼ାରେ ଆରମ୍ଭ ହେଲା ବାପାପୁଅ ହଟାଅ ଅଭିଯାନ। କର୍ମୀ ଦେଲେ ସ୍ଲୋଗାନ ଅଣ୍ଡା ଫିଙ୍ଗିଲେ ଶଶୀଙ୍କ ଗାଡ଼ିକୁ। ବିଧାୟକ ନେଉଛନ୍ତି ପର୍ସଣ୍ଟେଜ୍ ଅଣଦେଖା କରୁଛନ୍ତି କର୍ମୀଙ୍କୁ। ଲୋକ ପୁଣି ସ୍ଲୋଗାନ ଦେଲେଣି କେନ୍ଦ୍ରାପଡ଼ାରୁ ହଟାଅ ଇଷ୍ଟ୍ ଇଣ୍ଡିଆ କମ୍ପାନୀ। ଚର୍ଚ୍ଚା ପରଦା ପଛର ନେତୃତ୍ୱ ନେଉଛନ୍ତି ପୂର୍ବତନ ବିଧାୟକ କିଶୋର ତରାଇ।

Advertisment

Naveen Patnaik Kendrapara Politics BjD