Advertisment

କଳା ଅନ୍ଧାରରେ ଦଂଶିଦେଲା କାଳସର୍ପ

ରାତିରେ ନିତ୍ୟକର୍ମ ସାରିବା ପରେ ମା’ଙ୍କ ପାଖରେ ଶୋଇ ଯାଇଥିଲେ ଅଭିଷେକ ଓ ଭୂମିକା , ହେଲେ ବିଳମ୍ୱିତ ରାତିରେ ପ୍ରଥମେ ଅଭିଷେକର ହାତକୁ ସାପ କାମୁଡି ଥିଲା।ଅଭିଷେକ ଚିତ୍କାର କରିବାରୁ ଘର ଲୋକେ ଉଠିପଡ଼ି ଥିଲେ।ଦେଖିବା ବେଳେକୁ ସାପଟି ନିକଟରେ ଖେଳୁଛି ଏବଂ ଅଭିଷେକର ହାତରୁ ରକ୍ତ ବାହାରୁଛି। ସେପଟେ ତିନି ବର୍ଷର ଝିଅ

author-image
Manasi Mohapatra
କଳା ଅନ୍ଧାରରେ ଦଂଶିଦେଲା  କାଳସର୍ପ

aaaa

ରାତିରେ ନିତ୍ୟକର୍ମ ସାରିବା ପରେ ମା’ଙ୍କ ପାଖରେ ଶୋଇ ଯାଇଥିଲେ ଅଭିଷେକ ଓ ଭୂମିକା , ହେଲେ ବିଳମ୍ୱିତ ରାତିରେ ପ୍ରଥମେ ଅଭିଷେକର ହାତକୁ ସାପ କାମୁଡି ଥିଲା।ଅଭିଷେକ ଚିତ୍କାର କରିବାରୁ ଘର ଲୋକେ ଉଠିପଡ଼ି ଥିଲେ।ଦେଖିବା ବେଳେକୁ ସାପଟି ନିକଟରେ ଖେଳୁଛି ଏବଂ ଅଭିଷେକର ହାତରୁ ରକ୍ତ ବାହାରୁଛି। ସେପଟେ ତିନି ବର୍ଷର ଝିଅ

Advertisment

Odisha Reporter