Advertisment

‘ଆମକୁ ଏନକାଉଣ୍ଟର କର’

ନ୍ୟାୟ ମାଗିଲେ ଆମେ ଦୋଷୀ। ଆମେ ନ୍ୟାୟ ମାଗିଲେ ପୋଲିସ ଆମକୁ ଆରେଷ୍ଟ କରିବ କହୁଛି। ଆମକୁ ପୋଲିସ ଏନକାଉଣ୍ଟର କରିଦିଅ ବୋଲି ବଡ଼ଦାଣ୍ଡରେ କାନ୍ଦି କାନ୍ଦି କହୁଛନ୍ତି ପୀହୁର ମା’।

author-image
Debendra Prusty
‘ଆମକୁ ଏନକାଉଣ୍ଟର କର’

pihu

ନ୍ୟାୟ ମାଗିଲେ ଆମେ ଦୋଷୀ। ଆମେ ନ୍ୟାୟ ମାଗିଲେ ପୋଲିସ ଆମକୁ ଆରେଷ୍ଟ କରିବ କହୁଛି। ଆମକୁ ପୋଲିସ ଏନକାଉଣ୍ଟର କରିଦିଅ ବୋଲି ବଡ଼ଦାଣ୍ଡରେ କାନ୍ଦି କାନ୍ଦି କହୁଛନ୍ତି ପୀହୁର ମା'।

Advertisment

Odisha Police Encounter Pihu Missing Child