Advertisment

ପର ସ୍ତ୍ରୀ ପ୍ରେମରେ ନିଜ ସ୍ତ୍ରୀକୁ ମାରିଦେଲା!

କେଡ଼େ ଅଲିଅଳରେ ଝିଅକୁ ବଡ଼ କରିଥିଲେ। କେତେ ଆଶା ନେଇ ବଡ଼ଘରେ ବାହା କରିଥିଲେ। ଭାବିଥିଲେ ଝିଅ ବାହା ହୋଇ ଏଇଠି ଖୁସିରେ ରହିବ। ଜ୍ୱାଇଁ ଘରର ବଡ଼ ପୁଅ ସାଜି ସବୁ ସୁବିଧା ଅସୁବିଧାରେ ସହାୟକ ହେବ। ହେଲେ ସବୁକିଛି ଓଲଟପାଲଟ ହୋଇଗଲା। ପରକୀୟା ପ୍ରୀତିର ନିଆଁରେ ଜଳିପୋଡ଼ି ପାଉଁଶ ହୋଇଗଲା ସବୁ ସ୍ୱପ୍ନ। ସୋନପୁର ଜିଲ୍ଲା ତରଭା ଥାନା ପୁଆ ଗାଁରେ ନିଜ ସ୍ତ୍ରୀକୁ ସ୍ୱାମୀ ରଂଜନ ସାହୁ ହତ୍ୟା କରିଥିବାର ଅଭିଯୋଗ ଆସିଛି। […]

author-image
Debendra Prusty
ପର ସ୍ତ୍ରୀ ପ୍ରେମରେ ନିଜ ସ୍ତ୍ରୀକୁ ମାରିଦେଲା!

murder

କେଡ଼େ ଅଲିଅଳରେ ଝିଅକୁ ବଡ଼ କରିଥିଲେ। କେତେ ଆଶା ନେଇ ବଡ଼ଘରେ ବାହା କରିଥିଲେ। ଭାବିଥିଲେ ଝିଅ ବାହା ହୋଇ ଏଇଠି ଖୁସିରେ ରହିବ। ଜ୍ୱାଇଁ ଘରର ବଡ଼ ପୁଅ ସାଜି ସବୁ ସୁବିଧା ଅସୁବିଧାରେ ସହାୟକ ହେବ। ହେଲେ ସବୁକିଛି ଓଲଟପାଲଟ ହୋଇଗଲା। ପରକୀୟା ପ୍ରୀତିର ନିଆଁରେ ଜଳିପୋଡ଼ି ପାଉଁଶ ହୋଇଗଲା ସବୁ ସ୍ୱପ୍ନ। ସୋନପୁର ଜିଲ୍ଲା ତରଭା ଥାନା ପୁଆ ଗାଁରେ ନିଜ ସ୍ତ୍ରୀକୁ ସ୍ୱାମୀ ରଂଜନ ସାହୁ ହତ୍ୟା କରିଥିବାର ଅଭିଯୋଗ ଆସିଛି। ସ୍ତ୍ରୀ ରୁକ୍ମଣୀକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବାପ ଘର ଲୋକେ।

Advertisment

Murder In Love Extra Marital Love