Advertisment

ମଣିଷମରା କାର୍!

ବିଜନେସମ୍ୟାନ ତଥା ଟାଟା ସନ୍ସର ପୂର୍ବତନ ସିଇଓ ସାଇରସ୍ ମିସ୍ତ୍ରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପରେ ସଡ଼କ ସୁରକ୍ଷା ଓ ଯାତ୍ରୀ ନିରାପତ୍ତାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଯେତେବେଳେ ବିଦେଶରୁ ଭାରତକୁ ଆମଦାନୀ ହେଉଥିବା କାରରେ ୬ଟି ଏୟାରବ୍ୟାଗ ରହୁଛି ସେତେବେଳେ ଭାରତରେ ପ୍ରସ୍ତୁତ କାର୍ ଗୁଡ଼ିକରେ କଣ ପାଇଁ ମାତ୍ର ଚାରୋଟି ଏୟାର ବ୍ୟାଗ ରହୁଛି? ଭାରତୀୟମାନଙ୍କ ଜୀବନ କଣ ମୂଲ୍ୟବାନ ନୁହେଁ ବୋଲି କାର୍ ନିର୍ମାଣକାରୀ କମ୍ପାନୀ […]

author-image
Debendra Prusty
ମଣିଷମରା କାର୍!

car

ବିଜନେସମ୍ୟାନ ତଥା ଟାଟା ସନ୍ସର ପୂର୍ବତନ ସିଇଓ ସାଇରସ୍ ମିସ୍ତ୍ରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପରେ ସଡ଼କ ସୁରକ୍ଷା ଓ ଯାତ୍ରୀ ନିରାପତ୍ତାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଯେତେବେଳେ ବିଦେଶରୁ ଭାରତକୁ ଆମଦାନୀ ହେଉଥିବା କାରରେ ୬ଟି ଏୟାରବ୍ୟାଗ ରହୁଛି ସେତେବେଳେ ଭାରତରେ ପ୍ରସ୍ତୁତ କାର୍ ଗୁଡ଼ିକରେ କଣ ପାଇଁ ମାତ୍ର ଚାରୋଟି ଏୟାର ବ୍ୟାଗ ରହୁଛି? ଭାରତୀୟମାନଙ୍କ ଜୀବନ କଣ ମୂଲ୍ୟବାନ ନୁହେଁ ବୋଲି କାର୍ ନିର୍ମାଣକାରୀ କମ୍ପାନୀ ଗୁଡ଼ିକୁ ପ୍ରଶ୍ନ କରିଛନ୍ତି ମନ୍ତ୍ରୀ।

Advertisment

Air Balloon Cyrus Mistri Car Killing Car Seat Belt